ଶ୍ରୀନଗର: ଅକ୍ଟୋବର ୧୬ରେ ଜମ୍ମୁ-କଶ୍ମୀରର ନୂଆ ସରକାର ଶପଥ ଗ୍ରହଣ କରିବ। ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉପରାଜ୍ୟପାଳ ମନୋଜ ସିହ୍ନା ଅକ୍ଟୋବର ୧୬ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ସମାରୋହ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଉପରାଜ୍ୟପାଳ ଓମାରଙ୍କୁ ଲେଖିଥିବା ଚିଠିରେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ, ଆପ୍ ଏବଂ ସ୍ୱାଧୀନ ବିଧାୟକମାନେ ନ୍ୟାସନାଲ କନଫରେନ୍ସକୁ ସମର୍ଥନ ଘୋଷଣା କରିସାରିଛନ୍ତି।
Related Posts

୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା ASO ଚାକିରି।
ଭୁବନେଶ୍ବର : ପୂର୍ବ ସରକାରରେ ବିକ୍ରି ହୋଇଥିଲା ASO ଚାକିରି। ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା ASO ଚାକିରି। ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା…

ବିଶ୍ଵ ପ୍ରତିଯୋଗିତା ଫ୍ରାନ୍ସ ଠାରେ ରୌପ୍ୟ ପଦକ ଜିତି ଦେଶ ପାଇଁ “ଗୌରବ ସମ୍ମାନ” ଆଣିଲେ ଗଜପତି ଜିଲ୍ଲାର ଜି.ଅଖିଲ
ବିଶ୍ଵ ପ୍ରତିଯୋଗିତା ଫ୍ରାନ୍ସ ଠାରେ ରୌପ୍ୟ ପଦକ ଜିତି ଦେଶ ପାଇଁ “ଗୌରବ ସମ୍ମାନ” ଆଣିଲେ ଗଜପତି ଜିଲ୍ଲାର ଜି.ଅଖିଲ ଗଜପତି(ମନୋଜ କୁମାର ପଢୁ) –ଫ୍ରାନ୍ସର ଲିଅନ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ।ସ୍ଥାନୀୟ ବିଜୁ ଆନ୍ତର୍ଜାତୀୟ ପଟ୍ଟନାୟକ…