ଅଡବା ଥାନାର ରାଇପାଙ୍କା ପଞ୍ଚାୟତର ସିକିଲିମା ଓ ଗରଡ଼ା ଗ୍ରାମ ମଧ୍ୟରେ ଥିବା ପ୍ରାୟ 87 ଏକର ଜମିରେ ଥିବା 1,74,000 ଗଂଜେଇ ନଷ୍ଟ । ଆର,ଉଦୟଗିରି(ମନୋଜ କୁମାର ପାଢୀ- ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପାଙ୍କା ପଞ୍ଚାୟତର ସିକିଲିମା ଓ ଗରଡ଼ା ଗ୍ରାମ ମଧ୍ୟରେ ଥିବା ପ୍ରାୟ 87 ଏକର ଜମିରେ ଥିବା 1,74,000 ଗଂଜେଇ ଗଛ ନଷ୍ଟ କରିଥିବା ସୂଚନା ହସ୍ତ ଗତ ହୋଇଛି. ଏହି ପ୍ରକ୍ରିୟା ରେ ଅଡବା ଥାନା ପୋଲିସ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀ ଙ୍କ ସହ ପ୍ରାୟ 200 କାର୍ଯ୍ୟରତ କର୍ମଚାରୀ ମିଶି ଗଞ୍ଜାଇ ଗଛ ସବୁ ନଷ୍ଟ ଓ ପୋଡି ଛନ୍ତି. ଏହି ବାବଦରେ ଅଡବା ଥାନା ଅଧିକାରୀ 184/2024 ରେ ଏକ ମାମଲା ରୁଜୁ କରିଛନ୍ତି ।
Related Posts
ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସମ୍ବିଧାନ ଦିବସ
ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସମ୍ବିଧାନ ଦିବସ ବରଗଡ ୨୬,୧୧(ଭବାନୀ ଶଙ୍କର ପାଢ଼ୀ):ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ଜାତୀୟ ସମ୍ବିଧାନ ଦିବସ ରାଜନୀତି…
ମହାନଦୀ ମାଇନ୍ସ ମିନୋରାଲ ଯୁଵାଖୋଲ ଗ୍ରାମରେ ଖଣି ଖନନ ପାଇଁ ଜମି ଅକ୍ତିଆର
ମହାନଦୀ ମାଇନ୍ସ ମିନୋରାଲ ଯୁଵାଖୋଲ ଗ୍ରାମରେ ଖଣି ଖନନ ପାଇଁ ଜମି ଅକ୍ତିଆର କରି ନେଇଛି।ଜୈବ ବିବିଧତା ଭରପୁର ଏହି ଅଞ୍ଚଳ। ମାଟି ପାହାଡ଼ରେ ଭରି ରହିଛି…
ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ କୁମାରୋତ୍ସବ-୨୪ ପାଳନ
ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ କୁମାରୋତ୍ସବ-୨୪ ପାଳନ ଗଜପତି(ମନୋଜ କୁମାର ପାଢୀ/ ପାରଳାଖେମୁଣ୍ଡି ସ୍ଥିତ ରାଜବାଟୀ ପରିସରରେ ଥିବା ୟୁ-ଟେକ୍…