ଅଡବା ପୋଲିସ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ କୁ ନଷ୍ଟ କଲେ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୮/୧୧/୨୦୨୪ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡା ଗ୍ରାମ ପଞ୍ଚାୟତର ପଣସପଦର ଗ୍ରାମରେ ୩୫ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ କୁ ନଷ୍ଟ କରିଛନ୍ତି ଅଡବା ପୋଲିସ ସହ ଅବକାରୀ ବିଭାଗ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡା ଙ୍କ ନିର୍ଦ୍ଦେଶ ପ୍ରକାରେ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ପୋଲିସ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବାର ସୂଚନା ମିଳିଛି।
Related Posts
![](https://894006.ztxs.asia/wp-content/uploads/2024/12/IMG-20241225-WA0020.jpg)
କଟିମାହା ଗ୍ରାମପଞ୍ଚାୟତ ସଭାଗୃହଠାରେ ପେସା ଦିବସ , ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟିମାହା ଗ୍ରାମପଞ୍ଚାୟତ ସଭାଗୃହଠାରେ ପେସା ଦିବସ , ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ…
![](https://894006.ztxs.asia/wp-content/uploads/2024/09/IMG-20240914-WA0200.jpg)
ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର: ୭୧ୟୁନିଟ ରକ୍ତ ସଂଗ୍ରହ ।
ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର: ୭୧ୟୁନିଟ ରକ୍ତ ସଂଗ୍ରହ । ବରଗଡ଼ ୧୪/୦୯:- ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମପଞ୍ଚାୟତ ରାଜୀବ ଭବନ ଠାରେ ଆଜି ବରଗଡ଼…
![](https://894006.ztxs.asia/wp-content/uploads/2024/07/IMG-20240709-WA0009-scaled.jpg)
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ..
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର …. କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ ): କନ୍ଧମାଳ ଜିଲ୍ଲା ରେ ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ…