ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ର ନାଟ୍ୟ ମହର୍ଷି ଭଗବାନସାହୁ ଙ୍କ ରଚିତ ପାଞ୍ଚହଜାର ରାତି ରୁ ଅଧିକ ମଞ୍ଚସ୍ଥ ବହୂ ଚର୍ଚ୍ଚିତ ନାଟକ “ଚୌହାନ ବୀର ସୁରେନ୍ଦ୍ର ସାଏ”ନାଟକରେ ପାଞ୍ଚହଜାର ରୁ ଅଧିକ ଥର କେବଳ ସେଇ ନିର୍ଦିଷ୍ଟ ଚରିତ୍ର ବୀର ସୁରେନ୍ଦ୍ର ସାଏ ଭୂମିକା ରେ ଅଦ୍ୟବଧି ଅଭିନୟ କରିଆସୁଥିବା ବିଶିଷ୍ଟ ମଞ୍ଚ ଅଭିନେତା ଶ୍ରୀ ଭୁବନ ଭୋଇ ଙ୍କୁ ତା ୨୨,୯,୨୪ ରେ “ଦିଲ୍ଲୀ ର ଜୁହାର ପରିବାର” ନିଜର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର କରକମଳ ରେ ସମ୍ବର୍ଦ୍ଧିତ କରିଛନ୍ତି, ବରଗଡ ଜ଼ିଲ୍ଲା ପ୍ରତି ଏହା ଅତ୍ୟନ୍ତ ଗର୍ବ ଓ ଗୌରବ ବୋଲି ସମଗ୍ର ଅଂଚଳରେ ଚର୍ଚ୍ଚା ବିଷୟ ପାଲଟିଛି।
ଅଭିନେତା ଶ୍ରୀ ଭୁବନ ଭୋଇ ଙ୍କୁ ତା ୨୨,୯,୨୪ ରେ “ଦିଲ୍ଲୀ ର ଜୁହାର ପରିବାର” ନିଜର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର କରକମଳ ରେ ସମ୍ବର୍ଦ୍ଧିତ କରିଛନ୍ତି
