ଅମିତ ଶାହ ରେକର୍ଡ କରିଛନ୍ତି। ସେ ଗୁଜରାଟର ଗାନ୍ଧିନଗର ଆସନରୁ ରେକର୍ଡ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ସାଂସଦ ହେବାର ଗୌରବ ହାସଲ କରିଛନ୍ତି।
Related Posts

ଭୂସ୍ଖଳନ ୧୪୩ ଛୁଇଁଲା ମୃତ୍ୟୁ
କେରଳ ୱାଏନାଡରେ ଭୂସ୍ଖଳନ; ୧୪୩ ଛୁଇଁଲା ମୃତ୍ୟୁ ସଂଖ୍ୟା-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ

ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍ -କାର୍ ଧକ୍କାରେ ୨ ମୃତ, ୬୫ ଆହତ
ଜର୍ମାନୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍ -କାର୍ ଧକ୍କାରେ ୨ ମୃତ, ୬୫ ଆହତ; ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ -କାର୍ରେ ଜଣେ ନାବାଳକ…

ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି ୬୨ ଜଣଙ୍କ ମୃତ୍ୟୁ!
ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ବୋଏପାସ୍ ATR-72 ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୨…