ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଜୋର୍ଡାନ ନାଗରିକ ବୋଲି ସୂଚନା ମିଳିଛି। ଏଥିସହ ୧୭ରୁ ଅଧିକ ଯାତ୍ରୀ ନିଖୋଜ ହୋଇଥିବା ଜଣାପଡିଛି।ସାଉଦି ଅରବର ପବିତ୍ର ମକ୍କା ମଦିନାରେ ଅଘଟଣ।
Related Posts
![](https://894006.ztxs.asia/wp-content/uploads/2024/08/hq720-1.jpg)
OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ।
OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ!କେରଳ ଏର୍ଣ୍ଣାକୁଲମ୍ରେ ୨ ମହଲା କୋଠା ଥିବା ସ୍ପଷ୍ଟ!CAOଙ୍କ…
![](https://894006.ztxs.asia/wp-content/uploads/2024/12/20241226_215045.jpg)
ଭୁବନେଶ୍ୱର ବିମାନବନ୍ଦର ଠାରେ ବିଦାୟୀ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ବିମାନବନ୍ଦର ଠାରେ ବିଦାୟୀ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର ଟିମ୍।
![](https://894006.ztxs.asia/wp-content/uploads/2024/05/QT-Koraput.jpg)
ସୁନ୍ଦରଗଡ଼ରେ ୨୦ ଫୁଟ ତଳକୁ ଖସିଲା ଗାଡ଼ି, ୨ମୃତ
ସୁନ୍ଦରଗଡ଼ରେ ୨୦ ଫୁଟ ତଳକୁ ଖସିଲା ଗାଡ଼ି, ୨ମୃତ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଓସ୍ତାଲି ଘାଟିରେ ୨୦ ଫୁଟ ତଳକୁ ଖସିଲା ପିକଅପ୍ ଭ୍ୟାନ୍ ।ଦୁର୍ଘଟଣାରେ ୨…