ଆଜି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ରଥ ନିର୍ମାଣ ଅନୁକୁଳ ନୀତି ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେଲା ରଥ ନିର୍ମାଣ ଅନୁକୁଳ ନୀତି ।ଏହି ଦିନ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଥିଲା ।ଚାଷୀ ଚାଷ କାମର ଅନୁକୂଳ କରିଥାଏ । ଭୂମି ପୂଜନ ସହ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ । ଅକ୍ଷୟ ତୃତୀୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଶୁଭ ଦିନ ହୋଇଥିବାରୁ ଲୋକ ମାନେ ମଧ୍ୟ ଘର ପ୍ରତିଷ୍ଠା କରିଥାନ୍ତି।
Related Posts
ବାଲେଶ୍ଵରରେ ବନ୍ୟାସ୍ଥିତି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ଵରରେ ବନ୍ୟାସ୍ଥିତି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ହେଲିକପ୍ଟରରେ ଆକାଶମାର୍ଗରୁ ବାଲେଶ୍ଵର ଜିଲ୍ଲାର ବନ୍ୟା କ୍ଷୟକ୍ଷତି…
ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ
ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନାଗର ପୋଲିସ ସୀମା ଅନ୍ତର୍ଗତ ଧାରୁପାଲି ଗ୍ରାମରେ ଦୁଇଜଣ ଶ୍ରମିକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ…
ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ
ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ଭୁବନେଶ୍ୱର: ଆଜିଠୁ ମେଡିକାଲ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେଉଛି।ଓଡ଼ିଶାରେ ଏମବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ହେବ…