-ଆଦିବାସୀ ମହିଳାଙ୍କ ରୋଜଗାରର ମାଧ୍ୟମ ସାଜିଛି ଛେଳିଚାଷ l ଆର, ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲାର ଆଦିବାସୀ ମହିଳାମାନେ କୌଣସି ରୋଜଗାର ନପାଇ ସାଧାରଣତଃ ଅନେକାଂଶ ଜଙ୍ଗଲକୁ ଯାଇ ପୋଡୁଚାଷ କରିଥାନ୍ତି,ତ ଆଉ କେହି କେହି ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି, କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ମହିଳାମାନଙ୍କୁ ଲଘୁ ଉଦ୍ୟୋଗ କରାଇବା ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକାରର ଚାଷରେ ଆଦିବାସୀ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଇଥାନ୍ତି , କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଞ୍ଚାୟତ ଲମ୍ପଦା ଗାଁର ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠି ସରକାରଙ୍କ ଠାରୁ ପ୍ରତ୍ସାହନ ପାଇ ଛେଳିଚାଷ କରି ପ୍ରବଳ ଅର୍ଥ ଉପାର୍ଜନ କରି ଆଜି ସ୍ୱାବଲମ୍ବୀ ହେଇପାରିଛନ୍ତି, 2022-2023 ଆର୍ଥିକ ବର୍ଷ 230000 ଅଟକଳ ବ୍ୟୟରେ ମହିଳାମାନେ ଛେଳିଚାଷ ଆରମ୍ଭ କରିଥିଲେ, କିନ୍ତୁ ସରକାର ତାଙ୍କୁ 50ପ୍ରତିଶତ ଅର୍ଥାତ 125000 ଟଙ୍କା ରିହାତି ମିଳିଛି , କିନ୍ତୁ ଚାଷ କରିବାର 2 ବର୍ଷ ମଧ୍ୟରେ 5 ଲକ୍ଷରୁ ଉର୍ଦ୍ଧ ଟଙ୍କା ଲାଭ ହୋଇଥିବା ମହିଳାମାନେ କହିଛନ୍ତି, ଏହି ଚାଷ ଏକ ଲାଭ ଦାୟକ ଚାଷ ହୋଇଥିବାରୁ ଆଦିବାସୀ ମହିଳାଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି, ଚାଷରେ ସଫଳତାର ସହ ଆଗକୁ ବଢିଥିବାରୁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5000 ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା ।
Related Posts
ଓଡ଼ିଶାରେ ୮୫ ଜଣ ହୋମିଓପାଥିକ ଚିକିତ୍ସକ, ୨୩୯ ଜଣ ରେଡିଓଗ୍ରାଫର ଓ୫୨ ଜଣ ଅଧ୍ୟାପକ ନିଯୁକ୍ତ
ଓଡ଼ିଶାରେ ୮୫ ଜଣ ହୋମିଓପାଥିକ ଚିକିତ୍ସକ, ୨୩୯ ଜଣ ରେଡିଓଗ୍ରାଫର ଓ୫୨ ଜଣ ଅଧ୍ୟାପକ ନିଯୁକ୍ତ ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ…
ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଅଷ୍ଟମ ଦିବସରେ ମହାରାଜ କଂସ ମନ୍ତ୍ରୀ ପରିଷଦ ନେଇ ମଥୁରାନଗରୀ ପରିଭ୍ରମଣ କରି ପ୍ରଜାକଂ ସୁଖଦୁଃଖ ବୁଝି ସମାଧାନ କରିଥିଲେ।
ବରଗଡ ୨୧,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଅଷ୍ଟମ ଦିବସରେ ମହାରାଜ କଂସ ମନ୍ତ୍ରୀ ପରିଷଦ ନେଇ ମଥୁରାନଗରୀ ପରିଭ୍ରମଣ କରି…
ଜୁଲାଇ ୮ ରେ ବନ୍ଦ ରହିବ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ
ଜୁଲାଇ ୮ ରେ ବନ୍ଦ ରହିବ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ବନ୍ଦ ରହିବ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ।ଚଳିତବର୍ଷ…