ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲାରେ ଥିବା ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ ଘଟିଛି। ଏଥିରେ ୧୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କ ମୃତ୍ୟୁ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
Related Posts
STA to strictly enforce fire safety regulations in school buses
STA to strictly enforce fire safety regulations in school buses Bhubaneswar:The State Transport Authority, Odisha, has issued a directive to…
ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି।
ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ। ପ୍ରଥମେ ଏହି ରେଳ ଟିକେଟ ବୁକିଂ…
ବାର୍ଷିକୀ ଆଦିବାସୀ ଏକାଡେମୀ ମହୋତ୍ସବ ପାଳନ
ବାର୍ଷିକୀ ଆଦିବାସୀ ଏକାଡେମୀ ମହୋତ୍ସବ ପାଳନ ————————–ଗଜପତି(ମନୋଜ ପାଢୀ) ତା.୨୯.୧୦.୦୨୪ରିଖ ଦିନ ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତର ଗୁଡ଼ାଙ୍ଗ ଗର୍ଜାଙ୍ଗ ଗ୍ରାମରେ ପ୍ରେମ୍ ଓ ୟୁଏନ…