ଭୁବନେଶ୍ୱର:ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ । ରାଜ୍ୟରେ କ୍ଷମତାକୁ ଆସିବାର ପ୍ରାୟ ସାଢ଼େ ୩ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଡାକିଛନ୍ତି । ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପ୍ରଥମଥର ପାଇଁ ଜିଲ୍ଲାପାଳମାନେ ଭେଟିବେ।
Related Posts

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା.
ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା…..ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି: ଶ୍ରୀ ତ୍ରିପାଠୀ ….. ରାଉରକେଲା: ଜିଲ୍ଲାର ବିକାଶ ରାଉରକେଲା…

ଟିକାବାଲି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଚୟନ ପ୍ରକ୍ରିୟା କୁ ଶୁଭାରମ୍ଭ
ଟିକାବାଲି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଚୟନ ପ୍ରକ୍ରିୟା କୁ ଶୁଭାରମ୍ଭ …………………………… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଳକ ଅନ୍ତର୍ଗତ ଗ୍ରାମପଞ୍ଚାୟତ…

ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ
ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ. ନୂଆ ପରୀକ୍ଷା ଜୋନ୍ ନେଇ #OPSC ପକ୍ଷରୁ ବିଜ୍ଞପ୍ତି…