ଆସନ୍ତା ୮ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ରାଜ୍ୟ ସରକାରଙ୍କ ଅଫିସ, ସ୍କୁଲ, କଲେଜ ସମେତ ବ୍ୟାଙ୍କ ଓ ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି
Related Posts

ମୋହନାରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ ।
ମୋହନାରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ବ୍ଳକର କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର…

ଟିକାବାଲି ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ….
ଟିକାବାଲି ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…. କନ୍ଧମାଳ : – (ରିପୋର୍ଟ କୁନା ଦିଗାଲ )ଟିକାବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି…

ମୋହନା ବନାଞ୍ଚଳରେ କାଠ ମାଫିଆଙ୍କ ପାଦୁର୍ଭାବ l
ମୋହନା ବନାଞ୍ଚଳରେ କାଠ ମାଫିଆଙ୍କ ପାଦୁର୍ଭାବ l ଆର,ଉଦୟଗିରି(ମନୋଜ କୁମାର ପାଢୀ) – ସରକାର ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ…