ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ। ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ପ୍ରାୟ ୪୦ ମିନିଟ୍ ବିଳମ୍ବରେ ଉଠିଲା ମହାଦୀପ।ତେବେ ମନ୍ଦିର ଚୁଡ଼ାକୁ ଚଢ଼ୁଥିବା ବେଳେ ଖସି ପଡ଼ିଲେ ଜଣେ ସେବାୟତ।

Leave a Reply

Your email address will not be published. Required fields are marked *