ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନ୍ଚ୍ୟୁତ!କାନପୁର-ଭୀମସେନ ଷ୍ଟେସନ ମଝିରେ ଲାଇନ୍ଚ୍ୟୁତ .ବଡ଼ ପଥର ସହ ଇଞ୍ଜିନ୍ ଧକ୍କା ଲାଗିବାରୁ ଲାଇନ୍ଚ୍ୟୁତ ସୂଚନା.ମୃତାହତ ନେଇ ସୂଚନା ନାହିଁ, ହେଲ୍ପଲାଇନ ନଂ ଜାରି.
Related Posts

ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବେ ଓଡ଼ିଶା ସରକାର
ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବେ ଓଡ଼ିଶା ସରକାର! ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ର ସ୍ପନସର୍ ରହିବ ଓଡ଼ିଶା .ସ୍ପନସର୍ ପାଇଁ…

କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ।
ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା। ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ। ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି…

Ajaynath Shahdeo Gears Up for Hatia Constituency Elections, Unveils Vision for Youth Development.
Ajaynath Shahdeo Gears Up for Hatia Constituency Elections, Unveils Vision for Youth Development. Ranchi, Jharkhand – With the upcoming assembly…