ଦକ୍ଷିଣ କୋରିଆ:ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ ଉତ୍ତର କୋରିଆର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପଦାଧିକାରୀଙ୍କ ଉପସ୍ଥିତିରେ ବନ୍ୟାରେ ଲୋକମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଚାଗାଙ୍ଗ ପ୍ରଦେଶରେ ଭୟଙ୍କର ବନ୍ୟା ଯୋଗୁଁ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।
Related Posts

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ରାଫେଲ ନାଡାଲ ଅବସର!
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ରାଫେଲ ନାଡାଲ ଆଜି ନିଜର ପ୍ରିୟ ଖେଳକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି। ୨୨ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ ବେଶ…

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ନୂଆ ରେକର୍ଡ କରିଛନ୍ତି ଯୁବ ଶଟଲର ଲକ୍ଷ୍ୟ ସେନ।
ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ନୂଆ ରେକର୍ଡ କରିଛନ୍ତି ଯୁବ ଶଟଲର ଲକ୍ଷ୍ୟ ସେନ। ସେ ପୁରୁଷ ଏକକ ବ୍ୟାଡମିଣ୍ଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ଇତିହାସ ରଚିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ।
ନୂଆଦିଲ୍ଲୀ:(ଅଭିଷେକ ମହାନ୍ତି)ମହାକାଶକୁ ତୃତୀୟ ଯାତ୍ରା। ସୁନୀତା ଅନ୍ତରୀକ୍ଷରେ ପହଞ୍ଚିବା ପରେ ସେଠାରେ ଖୁସିରେ ନାଚିଛନ୍ତି।ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ସେ ଅନ୍ତର୍ଜାତୀୟ ସ୍ପେଶ୍…