କୋଲକାତା : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅନୁରୋଧ ପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ।ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧର୍ମଘଟ କରୁଥିବା ଏମ୍ସ-ଆରଏମଏଲର ଆବାସିକ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି।
Related Posts

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।
ଦିଲ୍ଲୀ :ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର…

ଗୁଜରାଟ ପୋରବନ୍ଦରରେ ଚପ୍ପର କ୍ରାସ୍ ୩ ମୃତ
ଗୁଜରାଟ:କୋଷ୍ଟଗାର୍ଡର ALH ଧ୍ରୁବ୍ ଦୁର୍ଘଟଣାଗ୍ରସ୍ତ- ନିୟମିତ ଟ୍ରେନିଂ ବେଳେ ଦୁର୍ଘଟଣା!ଗୁଜରାଟ ପୋରବନ୍ଦରରେ ଚପ୍ପର କ୍ରାସ୍; ୩ ମୃତ!

Politician turned Tamil superstar Vijay releases the party flag
Chennai: On Thursday, Tamil Super star Thalapathy Vijay unfurled the flag of his newly formed political party, Tamilaga Vettri Kazhagam…