ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । NTCA ରିପୋର୍ଟ ଅନୁସାରେ ୨୦୨୨ରେ ଥିଲେ ୫୬୮ କଲରାପତରିଆ । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ।
Related Posts

ବସୁଧା ଯୋଜନା ନାମରେ ଖାଇଗଲେ ଟଙ୍କା ।
ବସୁଧା ଯୋଜନା ନାମରେ ଖାଇଗଲେ ଟଙ୍କା । ଟାଙ୍କିରେ ଅଧା ରଙ୍ଗ ବୋଳି ଠିକାଦାର ଛୁ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଦୁର୍ଗମ ଅଞ୍ଚଳରେ ବସୁଧା ଯୋଜନା…

ଜମିହରାଙ୍କୁ ପ୍ରତାରଣା କରୁଛି ଆଦିତ୍ୟ ଆଲୁମିନା ପ୍ରକଳ୍ପ
ଜମିହରାଙ୍କୁ ପ୍ରତାରଣା କରୁଛି ଆଦିତ୍ୟ ଆଲୁମିନା ପ୍ରକଳ୍ପ( ଉଦ୍ୟଗପତି ଙ୍କୁ କରଖାନ ପ୍ରତିଷ୍ଠା ପାଇଁ ଶାଗ ମାଛ ଦରରେ ଜମି ଦିଅ ଆଉ ଦାଦନ ଖଟିବା କୁ…

ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର
ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର ଆର, ଉଦୟଗିରି (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲାରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…