ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର ଭୁବନେଶ୍ୱର: ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ପିଲାଙ୍କ ପାଇଁ ୭.୬୪ ପଇସାକୁ ବଢ଼ିଲା।ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା।ଷଷ୍ଠରୁ ୮ମ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରଯାଇଛି।ପୂର୍ବରୁ ଥିଲା ୮ ଟଙ୍କା ୮୨ ପଇସା।
Related Posts

ବଳ ଗୋଟାଉଛି ବାତ୍ୟା
ବଳ ଗୋଟାଉଛି ବାତ୍ୟା ଭୁବନେଶ୍ୱର: ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ।ଆସନ୍ତାକାଲି ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।ମେ ୨୬ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇପାରେ।୨୬ରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୭/୧୦/୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…

-ଦୀପ୍ତିମୟୀ ବାରିକ ଜିଲ୍ଲା କୃଷି ଅଧିକାରୀ ଦାୟିତ୍ବ ନେଲେ-
-ଦୀପ୍ତିମୟୀ ବାରିକ ଜିଲ୍ଲା କୃଷି ଅଧିକାରୀ ଦାୟିତ୍ବ ନେଲେ- ନୂଆପଡ଼ା (ଓମ ପ୍ରକାଶ ଚୌଧୁରୀ)ଶ୍ରୀମତୀ ଦୀପ୍ତିମୟୀ ବାରିକ ଆଜି କୃଷି ଜିଲ୍ଲା ଅଧିକାରୀ ଭାବରେ ଖଡ଼ିଆଳ କୃଷି…