ଓଡ଼ିଶା ର ଦ୍ଵତୀୟ ଏମ୍ସ ପଦ୍ମପୁର ସ୍ଥାପନ କରାଯାଉ: ଆଶିଷ ଜ୍ୟୋତିଷ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଟିଏ ଦାଦନ ପ୍ରଵଣ ଅଞ୍ଚଳ ପଦ୍ମପୁର ଠିକ୍ ଭାବେ ନାଁ ସ୍ୱାସ୍ଥ୍ୟ ସେଵା ଅଛି ନାଁ ଆର୍ଥିକ ସ୍ଥିତି ଠିକ୍ ଭାବେ ଅଛି ମରୁଡି ପ୍ରପିଡିତ ଓ ଅବହେଳିତ ଅଞ୍ଚଳ ଅଟେ।ଏହି ଅଞ୍ଚଳର ଜନସାଧାରଣ ଅଧିକାଂଶ ଗରୀବ ଅଟନ୍ତି। ଏଠାକାର ରୋଗି ଉନ୍ନତ ଚିକିତ୍ସା ନିମନ୍ତେ ବହୁ ଦୂର ଦୂରାନ୍ତ କୁ ଯିବାକୁ ପଡିଥିବାରୁ ଚିକିତ୍ସା ଅବହେଲା ଓ ଆର୍ଥିକ ସମସ୍ୟା ଯୋଗୁଁ ରୋଗି ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ଦାଦାନ ପ୍ରଵଣ ଅଞ୍ଚଳ ପାଇଁ ଏଠାରେ କୈାଣସି ଭଲ ଡାକ୍ତର ଖାନା ନାହଁ। ସେହି ଦୃଷ୍ଟିରୁ ଏଠାରେ ଓଡିଶାର ଦ୍ୱିତୀୟ ଏମ୍ସ ଖୋଲା ଯିବ ଉପଯୁକ୍ତ ପଦକ୍ଷେପ ହେଵ। ଏହା ହେଲେ ନୂଆପଡା , କଳାହାଣ୍ଡି ବରଗଡ଼, ବଲାଙ୍ଗୀର ସୋନପୁର, ସମ୍ବଲପୁର,ଵଉଦ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମହାସମନ ଓ ରାୟଗଡ଼ ଜିଲ୍ଲାର ରୋଗି ମାନେ ସହଜରେ ଚିକିତ୍ସା ଲାଭ ପାଇ ପାରିବେ । ପଦ୍ମପୁର ଠାରେ ସତିଭଟା ବିମାନ ଉଡାଣ ଓ ଅବତରଣ କେନ୍ଦ୍ର ଥିବାରୁ ଅଭିଜ୍ଞ ଡାକ୍ତରଙ୍କ ଆସିବାରେ କୈାଣସି ଅସୁବିଧା ହେଵ ନାହଁ। ତେଣୁ ବରଗଡ଼ ଜିଲ୍ଲାର ପଦ୍ମପୁର ଠାରେ ଓଡ଼ିଶାର ଦ୍ବିତୀୟ ଏମ୍ସ ସ୍ଥାପନ କରାଯାଉ ଵୋଲି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ମାନ୍ୟଵର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଚିଠି ଟିଏ ଲେଖିଛନ୍ତି
Related Posts

ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ମାଧ୍ୟମରେ ମୋହନା ବ୍ଲକରେ ଜନଜାତି ପରିବାର କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ
ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ମାଧ୍ୟମରେ ମୋହନା ବ୍ଲକରେ ଜନଜାତି ପରିବାର କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ .. ଆର, ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି…

ବହୁ ପରିମାଣର ହାତ ଭିଡା ବୋମ୍ ଜବତ ଓ ନିଷ୍କ୍ରିୟ, ଜଣେ ଯୁବକ ଅଟକ!
ବହୁ ପରିମାଣର ହାତ ଭିଡା ବୋମ୍ ଜବତ ଓ ନିଷ୍କ୍ରିୟ, ଜଣେ ଯୁବକ ଅଟକ। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚନା…

କୋଶଳଶ୍ରୀ_ସମ୍ମାନରେ_ସମ୍ବର୍ଦ୍ଧିତ_ହେଲା_ନିଷ୍ଠା_ପରିବାର
କୋଶଳଶ୍ରୀ_ସମ୍ମାନରେ_ସମ୍ବର୍ଦ୍ଧିତ_ହେଲା_ନିଷ୍ଠା_ପରିବାର ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ରେଙ୍ଗାଲି କେମ୍ପ୍ ଡିଭାଇନ ଗାର୍ଡେନ ଠାରେ ଫଟୋ ଗ୍ରାଫର ଆସୋସିଏସନ୍(PAA),ଅତାବିରା ତରଫ ରୁ ୧୬ତମ ବାର୍ଷିକୋତ୍ସବ ଓ “ନୁଆଁଖାଇ” ଭେଟଘାଟ୍…