କନ୍ଧମାଳରେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚୋରି
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି।ଶ୍ରୀ ଜଗନ୍ନାଥଙ୍କ ମଥା ଚିତା ଚୋରି ହୋଇଥିବା ଅଭିଯୋଗ ହୋଇଛି।ମନ୍ଦିର ପରିସରରୁ ହୁଣ୍ଡି ତାଡ଼ି ନେଇଗଲେ ଦୁବୃର୍ତ୍ତ ।ଲକ୍ଷାଧିକ ଟଙ୍କା ହୁଣ୍ଡିରେ ଥିବା ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି।ଘଟଣାସ୍ଥଳରୁ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।