କାହାକୁ କେଉଁ ମନ୍ତ୍ରାଳୟ ?
▪️ରାଜନାଥ ସିଂହ- ପ୍ରତିରକ୍ଷା▪️ଅମିତ ଶାହ- ସ୍ବରାଷ୍ଟ୍ର▪️ନୀତିନ ଗଡ଼କରୀ- ସଡ଼କ ପରିବହନ ଓ ରାଜପଥ ନିର୍ମାଣ▪️ନିର୍ମଳା ସୀତାରମଣ- ଅର୍ଥ▪️ଏସ୍. ଜୟଶଙ୍କର- ବ୍ୟାପାର▪️ମନୋହର ଲାଲ୍- ଶକ୍ତି ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ▪️କିରଣ ରିଜିଜୁ- ସଂସଦୀୟ ବ୍ୟାପାର**▪️ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଓ ଖାଉଟି କଲ୍ୟାଣ▪️ଜେ.ପି ନଡ୍ଡା- ସ୍ବାସ୍ଥ୍ୟ▪️ଜ୍ୟୋତିରାଦିତ୍ୟ ସିନ୍ଦିଆ- ଟେଲିକମ୍▪️ଜୁଏଲ ଓରାମ- ଆଦିବାସୀ କଲ୍ୟାଣ▪️କେ. ରାମ ମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ▪️ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ ବିକାଶ▪️ଗଜେନ୍ଦ୍ର ଶେଖାୱତ- ପର୍ଯ୍ୟଟନ ଓ ସଂସ୍କୃତି▪️ସର୍ବାନନ୍ଦ ସୋନୱାଲ- ବନ୍ଦର ଓ ଜାହାଜ ଚଳାଚଳ▪️ଧର୍ମେନ୍ଦ୍ର ପ୍ରଧାନ-କେନ୍ଦ୍ର ଶିକ୍ଷା ମନ୍ତ୍ରୀ▪️ଅଶ୍ୱିନୀ ବୈଷ୍ଣବ-କେନ୍ଦ୍ର ରେଳ ଓ ସୂଚନା ପ୍ରସାରଣ ମନ୍ତ୍ରୀ▪️ଜୁଏଲ ଓରାମ-କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ▪️ହରଦୀପ ସିଂ ପୁରୀ- ପେଟ୍ରୋଲିୟମ▪️ଗିରିରାଜ ସିଂହ- ବୟନ ଶିଳ୍ପ▪️ଶିବରାଜ ସିଂ ଚୌହାନ- କୃଷି, ଗ୍ରାମ୍ୟ ଉନ୍ନୟନ▪️ଚିରାଗ ପାଶ୍ବାନ- କ୍ରୀଡ଼ା▪️ଏଚ୍.ଡି କୁମାରସ୍ବାମୀ- ଇସ୍ପାତ ଓ ଖଣି