କୋରାପୁଟ ଜିଲ୍ଲାରେ ବହୁ ରୋଗୀଙ୍କ ପାଖରେ ମାରାତ୍ମକ ଏନୋଫିଲିସ ମଶା ମାରାତ୍ମକ ପିଏଫ୍ (ପ୍ଳାସମୋଡିୟମ ଫଲସିଫେରମ) ଭୂତାଣୁ ରହୁଥିବା ସୂଚନା ମିଳିଛି। ଏହି ମଶାରୁ ବ୍ୟାପୁଥିବା ମ୍ୟାଲେରିଆ ସର୍ବଧିକ ବିପଦପୂର୍ଣ୍ଣ ବୋଲି ଭିସିଆରସି ପକ୍ଷରୁ ବି କୁହାଯାଇଛି। କେବଳ ସରକାରୀ ଲ୍ୟାବରେ ପରୀକ୍ଷଣ ପରେ ଏଭଳି ଉଦ୍ବେଗଜନକ ସ୍ଥିତି ନଜରକୁ ଆସିଛି। ଘରୋଇ ଲ୍ୟାବର ପରୀକ୍ଷଣକୁ ହିସାବକୁ ନିଆଗଲେ, ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢିଯିବ।
Related Posts
ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ
ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ ଗଜପତି / ଭାରତ ସରକାରଙ୍କ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି:-୨୦୨୦…
ପାରଳା ପୌର ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପାରଳା ପୌର ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି – ଗଜପତି ଜିଲ୍ଲା ସଦର…
ବେଆଇନ ମଦ ବିକ୍ରିକୁ ବିରୋଧ କରି ୨୦ ହଜାର ଟଙ୍କାର ମଦବୋତଲ ଭାଙ୍ଗିଲେ ମହିଳା
ବେଆଇନ ମଦ ବିକ୍ରିକୁ ବିରୋଧ କରି ୨୦ ହଜାର ଟଙ୍କାର ମଦବୋତଲ ଭାଙ୍ଗିଲେ ମହିଳା ଆର, ଉଦୟଗିରି(୩୦/୮/୨୪): ଗଜପତି ଜିଲ୍ଲାରେ ଅବକାରୀ ବିଭାଗ ସମ୍ପୂର୍ଣ ଭାବେ ନିଷ୍କ୍ରିୟ…