ଆଜି କୋରାପୁଟ ଜିଲ୍ଲାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ‘ସୁଭଦ୍ରା ଯୋଜନା’ର ଉଦଘାଟନ କରିଛନ୍ତି। ଏହି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି ଏବଂ ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କୁୱର୍କ ଅର୍ଡର୍ ଦିଆଯାଇଛି। କୋରାପୁଟ ଜିଲ୍ଲାର ବିଶ୍ଵନାଥ ପ୍ରଧାନୀ କୁ ପ୍ରଧାନ ମନ୍ତ୍ର ଆୱାସ ଯୋଜନା (ଗ୍ରାମୀଣ) ପାଇଁ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି !
Related Posts
ଚନ୍ଦ୍ରପୁର ବ୍ଲକ ମଙ୍ଗଳ ବିଭାଗ ଶିକ୍ଷକ ଓ ସାମ୍ବାଦିକ ହାପି ମୁମେଣ୍ଟସ ଦ୍ୱାରା ସମ୍ମାନିତ
ଚନ୍ଦ୍ରପୁର ବ୍ଲକ ମଙ୍ଗଳ ବିଭାଗ ଶିକ୍ଷକ ଓ ସାମ୍ବାଦିକ ହାପି ମୁମେଣ୍ଟସ ଦ୍ୱାରା ସମ୍ମାନିତ ରାୟଗଡା : ଅଦ୍ୟ ତା 11.11.24 ରିଖ ରେ ଜୟଦେବ ଭଵନ,…
ମୋହନା ଅଞ୍ଚଳରେ ପୋଲିସ ର ଫ୍ଲାଗ ମାର୍ଚ୍ଚ ….
ମୋହନା ଅଞ୍ଚଳରେ ପୋଲିସ ର ଫ୍ଲାଗ ମାର୍ଚ୍ଚ …. ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୨୭/୪/ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ମୋହନା ବଜାର ମଧ୍ୟରେ ଆଜି…
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।ଆର, ଉଦୟଗିରି ( ମନୋଜ କୁମାର…