କୋର୍ପୋରେଟରଙ୍କ ଜରିଆରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ।
ବ୍ରହ୍ମପୁର ପୌର ନିଗମ ଅନ୍ତର୍ଗତ ୨୬ ନଂ ୱାର୍ଡ ର ଶାସ୍ତ୍ରୀ ନଗର, ସନ୍ୟାସୀ ନଗର ଓ ମାଣ୍ଡିଆ ପଦର ସାହିର ମୃତ୍ୟୁ ବରଣ କରିଥିବା ହେମଲତା ସାହୁ, ନମିତା ପଣ୍ଡା ଓ କ୍ରିଷ୍ଣା ରାଓଙ୍କ ପରିବାର କୁ ସରକାର ଦ୍ଵାରା ମଂଜୁର “ହରିଶ୍ଚନ୍ଦ୍ର ଯୋଜନା” ଅର୍ଥ ଗୋଟିଏ ପରିବାର କୁ ନଗଦ ୪ ହଜାର ଟଙ୍କା ଲେଖାଏଁ ୱାର୍ଡ଼ କୋର୍ପୋରେଟର ପ୍ରଦାନ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!