ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା

ଭୁବନେଶ୍ୱର: ଆସନ୍ତା ମାଘ ସପ୍ତମୀରୁ ଭୁବନେଶ୍ୱର ଖଣ୍ଡଗିରି ଯାତ୍ରା ।ମଇଦାନକୁ ଓହ୍ଲାଇବେ ୧୨ଟି ଯାତ୍ରା ପାର୍ଟି । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା । ଯାତ୍ରା କମିଟି ସଦସ୍ୟ ଓ ପୋଲିସ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *