ମୁମ୍ବାଇ: ଗଣେଶ ପୂଜା ପାଇଁ ମହାରାଷ୍ଟ୍ରର ମୁମ୍ବାଇ ବେଶ ପ୍ରସିଦ୍ଧ | ମୁଖ୍ୟତଃ ଗଣେଶଙ୍କ ପୂଜା ମହାରାଷ୍ଟ୍ରର ସବୁ ସ୍ଥାନରେ ଧୁମଧାମରେ ପାଳନ କରାଯାଏ | ତେବେ ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗ ରାଜା’ଙ୍କୁ ଭକ୍ତମାନେ ବିପୁଳ ପରିମାଣରେ ଦାନ କରୁଛନ୍ତି | ପ୍ରଥମ ଦିନରେ ଭକ୍ତମାନେ ଲାଲବାଗ ରାଜାଙ୍କୁ ୪୮ ଲକ୍ଷ ୩୦ ହଜାର ଟଙ୍କା ଅର୍ପଣ କରିଥିଲେ। ଏହା ସହିତ ଭକ୍ତମାନେ ବିପୁଳ ପରିମାଣର ସୁନା ଓ ରୂପା ମଧ୍ୟ ଦାନ କରିଥିଲେ।
Related Posts
ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି ।
ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଭୁବନେଶ୍ୱର:ସେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ…
୩୦ରେ ବିଜେପିରେ ଯୋଗଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍।
ଜେଏମ୍ଏମ୍ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ୍। ଅଗଷ୍ଟ ୩୦ରେ ବିଜେପିରେ ଯୋଗଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍।
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ପ୍ୟାରିସ୍ : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର…