ଗଣେଶ ପୂଜା ଅବସରରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂଜା ମଣ୍ଡପରେ ପହଞ୍ଚି ଶ୍ରୀଗଣେଶଙ୍କର ଦର୍ଶନ କରିବା ସହ ଓଡ଼ିଶାବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

The Information Media 🇮🇳 HAPPY REPUBLIC DAY🇮🇳
Vasundhara Information and Media Group