ଗୁଡାରି ଥାନା ଅଂଚଳ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଲା ପୋଲିସ ରାୟଗଡା : ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ଗୁଡାରି ପୋଲିସ ଥାନା ଅଧୀନରେ ଥିବା ମଧୁବନ ପଂଚାୟତ ର ରାଚାମ ଗ୍ରାମ ନିକଟରେ ବେଆଇନ ଭାବେ ଗଂଜେଇ ଚାଷ ହୋଇଥିବା ପୋଲିସ ଖବର ପାଇଥିଲେ l ରାୟଗଡା ଜ଼ିଲ୍ଲାପାଳ ଓ ପୋଲିସ ଏସ ପି ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଙ୍କ ତତ୍ୱାବଧାନ ରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ଉପସ୍ଥିତ ରେ ଅବକାରୀ ବିଭାଗ ଜଙ୍ଗଲ ବିଭାଗ ମିଳତି ଭାବେ ରାଚାମ ଗାଁ ରେ13 ଏକର ଜମିରେ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଥିଲେ l ଏହି ସଂକ୍ରାନ୍ତ ରେ ଗୁଡାରି ଥାନା ରେ 137/240 ମାମଲା ରଜୁ ହୋଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଦେଶୀ ଚାଷର ନିରନ୍ତର ଓ ପୁନରୁଦ୍ଧାର ପଦ୍ଧତି ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଓ କର୍ମଶାଳା ଉଦଯାପିତ
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଦେଶୀ ଚାଷର ନିରନ୍ତର ଓ ପୁନରୁଦ୍ଧାର ପଦ୍ଧତି ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଓ କର୍ମଶାଳା ଉଦଯାପିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ…
ଆର. ଉଦୟଗିରି ଠାରୁ ଚମ୍ପାପୁର -ରାମଗିରି ରାସ୍ତା ନିର୍ମାଣରେ ଅବହେଳା ସହ ନିମ୍ନମାର କାମ
ଆର. ଉଦୟଗିରି ଠାରୁ ଚମ୍ପାପୁର -ରାମଗିରି ରାସ୍ତା ନିର୍ମାଣରେ ଅବହେଳା ସହ ନିମ୍ନମାର କାମ ଆର,ଉଦୟଗିରି,(ମନୋଜ କୁମାର ପାଢୀ ):ଗଜପତି ଜିଲ୍ଲାର ଆର.ଉଦୟଗିରି ପୂର୍ତ୍ତ ବିଭାଗ ଉପଖଣ୍ଡ…
ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟରତ ଓଡ଼ିଶା କାଡ଼ର ଓ ଓଡ଼ିଆ ପଦାଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟରତ ଓଡ଼ିଶା କାଡ଼ର ଓ ଓଡ଼ିଆ ପଦାଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…