ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଠକାମୀରେ ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ତାଙ୍କ ସ୍ୱାମୀ ଫେରାର ଅଛନ୍ତି।ସ୍ୱାମୀ-ସ୍ତ୍ରୀ ଶିକ୍ଷକତା କରୁଥିଲେ। ତଥାପି ଟଙ୍କା ଦରକାର ପଡୁଥିଲା। ତେଣୁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଠକୁଥିଲେ।
Related Posts

ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ, ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ଏକତା ଆଣିଦେଉ ।…

ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।
ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି। ଗଞ୍ଜାମ:(ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀ,,)ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ ସାହି ଛକ ରେ କବାଡି ଦୋକାନ…

ରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟଓ୍ବାର୍କର ଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ‘ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ’
ରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟଓ୍ବାର୍କର ଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ‘ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ’ ଭୁବନେଶ୍ଵର, ୯/୧୨/୨୪ ଭୁବନେଶ୍ଵର ରାମ ମନୋହରଲୋହିଆ ଏକାଡେମୀ ପରିସରରେ ରବିବାରରାଜମିଡିଆ…