ଛତିଶଗଡ ର ମୁଖ୍ୟ ମନ୍ତ୍ରୀ ଶ୍ରୀ ବିଷ୍ଣୁଦେଓ ସାୟ ଆଜି ଲକ୍ଷ୍ମୀପୁର ଠାରେ ବିଶାଳ ଜନ ସଭା କୁ ସମ୍ବୋଧିତ କରିବା ସହ ଭାରତୀୟ ଜନତା ପାର୍ଟିର କୋରାପୁଟ ଲୋକସଭା ପ୍ରାର୍ଥୀ ଶ୍ରୀ କାଳୀ ରାମ ମାଝୀ ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଶ୍ରୀ କୈଳାଶ କୁଳେଶିକା କୁ ବହୁତ୍ ସଂଖ୍ୟାରେ ରେ ଭୋଟ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
Related Posts
କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ।
କୋରାପୁଟ: କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ। ଏହାର ପିଏଚସ୍ତର, କ୍ୟାଲସିୟମ, ମ୍ୟାଗନେସିୟମ, କ୍ଲୋରାଇଡ୍, ନାଇଟ୍ରେଟ୍, ଶିଶା ଓ ଫ୍ଲୋରାଇଡ୍ ମାତ୍ରା ଠିକ୍ ନାହିଁ। ରାଜ୍ୟ ପ୍ରଦୂଷଣ…
ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ
ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ ସେମିଳିଗୁଡା: ଆଦିବାସୀ କଳା ସଂସ୍କୃତି ବଜାଇ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତ ବିଭାଗ ମିଳିତ ଆନୁକୁଲ୍ୟରେ…
କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ବିକାନୀର ଆନ୍ତର୍ଜାତୀୟ ରାଜନୀତି ବିଜ୍ଞାନ ସେମିନାରରେ ଯୋଗଦାନ
କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ବିକାନୀର ଆନ୍ତର୍ଜାତୀୟ ରାଜନୀତି ବିଜ୍ଞାନ ସେମିନାରରେ ଯୋଗଦାନ ସେମିଳିଗୁଡା.ତାରିଖ ୧୮:୧୦,୨୦୨୪: କୋରାପୁଟ ଜିଲ୍ଲାର ସେମିଳିଗୁଡାରୁ ଏକମାତ୍ର ଦମ୍ପତ୍ତି ଅବସରପ୍ରାପ୍ତ ପ୍ରଫେସର, ଶିକ୍ଷାବିତ ଡକ୍ଟର…