ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
Related Posts

ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର, ୫୮ ୟୁନିଟ୍ ରକ୍ତ ସଂଗ୍ରହ
ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର, ୫୮ ୟୁନିଟ୍ ରକ୍ତ ସଂଗ୍ରହ ରାୟଗଡ଼଼ା : ରାୟଗଡ଼଼ା ଜିଲା କାଶୀପୁର ବ୍ଲକର ଟିକିରି ନିକଟସ୍ଥ ନୂଆପଡ଼ାସ୍ଥିତ ଉତ୍କଳ ଆଲୁମିନା…

ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦିକ ଅମୋଦ ବର୍ଦ୍ଧନ
ବାର୍ଦ୍ଧକ୍ୟ ଭତ୍ତା ଦ୍ୱାରରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦିକ ଅମୋଦ ବର୍ଦ୍ଧନ ଗଜପତି -୧/୫/୨୦୨୪): ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ…

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ପିଏମ- କିସାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିଛନ୍ତି l
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ପିଏମ- କିସାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିଛନ୍ତି lରାୟଗଡା ତା:୦୫/୧୦/୨୪ ରିଖ ଶନିବାର ଅପରାହ୍ନ ୧୨.୩୦ ସମୟରେ ମହାରାଷ୍ଟ୍ରର…