ଜିଏସଟି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ମହେଶ ଲାଙ୍ଗା। ତାଙ୍କୁ ମଙ୍ଗଳବାର ଅହମଦାବାଦ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କ ଘରୁ କ୍ରାଇମବ୍ରାଞ୍ଚ ଟିମ ନଗଦ ୨୦ ଲକ୍ଷ ଟଙ୍କା, କିଛି ସୁନା ଅଳଙ୍କାର ଓ ଜମିର କାଗଜପତ୍ର ଜବତ କରିଛି।
Related Posts

ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ
ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।ଇଣ୍ଟରନାଲ୍ ଓ ମେନ୍ ଦୁଇ ଭାଗରେ ହେବ ପରୀକ୍ଷା।ଡିସେମ୍ବର ୨୬…

ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା
ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା।୨୦ ହଜାର ଟଙ୍କା ହେଲା ସଂଗ୍ରାମୀଙ୍କ ଭତ୍ତା।୧୦ ହଜାରରୁ ବଢ଼ି ୨୦ ହଜାର ହେଲା…

ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ…