ଆଜି କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି କାର୍ଯ୍ଯାଳୟ,ଲମତାପୁଟ ଠାରେ ‘ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।
Related Posts
ଜେଲ୍ରୁ ବାହାରିଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ
୧୭ ମାସ ପରେ ଜେଲ୍ରୁ ବାହାରିଲେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଆଜି ସନ୍ଧ୍ୟାରେ…
ମୋହନାର ହୋଟେଲରୁ ୧୫ ଫୁଟର ଅହିରାଜ ଉଦ୍ଧାର
ମୋହନାର ହୋଟେଲରୁ ୧୫ ଫୁଟର ଅହିରାଜ ଉଦ୍ଧାର ଆର,ଉଦୟଗିରି – ମନୋଜ କୁମାର ପାଢୀ/ (୨୯/୬/୨୦୨୪):ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିକଟସ୍ଥ ଅନ୍ନପୂର୍ଣ୍ଣା ହୋଟେଲରୁ ୧୫ ଫୁଟର…