ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଏସଡିସିସି ବ୍ଯାଙ୍କ ରୁ ପ୍ରଶାନ୍ତ କର୍ମୀ, ବୟସ ୩୭,ପିତା – ତରଣୀ କର୍ମୀ ଗ୍ରାମ- ମେହେନା ଗତ ୧୫,୧,୨୫ ଦିନ ୪.୩୦ ନିଜ ଧାନ ବିକ୍ରି ର ପ୍ରାପ୍ୟ ପ୍ରାୟ ଏକଲକ୍ଷ ଟଙ୍କା ବାଇକ ରଖି ଆସୁଥିବା ବେଳେ ଭେଡେନ ଠାରେ କିଛି ଜିନିଷ କିଣିବାକୁ ଯାଇ ଫେରି ଦେଖିଲା ବେଳକୁ ତାକଂର ଡିଗି ରୁ କେହି ଦୁର୍ବୃତ୍ତ ଟଂକା ନେଇ ଯାଇଥିଲା। ଫଳରେ ଭେଡେନ ଥାନା ରେ ଅଭିଯୋଗ କରିଥିଲେ, ତା ୧୫, ୧,୨୫ ଦିନ କେସ ନମ୍ବର ୭ ଆଇପିସି ୩୦୩(୨)ରେ ମକଦ୍ଦମା ରଜ୍ଜୁ ହୋଇଥିଲା। ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ନିର୍ଦ୍ଦେଶ କ୍ରମେ ଭେଡେନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା, ଆଜି ୨୦,୧ ଦିନ ମେହେନା ଗ୍ରାମ ର ବ୍ୟୋମକେଶ ମିଶ୍ର, ବୟସ ୩୦ କଂ ଠାରୁ ଏକଲକ୍ଷ ଟଙ୍କା ଓ ବ୍ୟବହାର କରି ଥିବା ବାଇକ ନମ୍ବର ଓଆର ୧୭ କେ ୪୮୩୮ ଜପତ କରି କୋର୍ଟ ଚାଲାଣ କରିଥିବା ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ସୂଚନା ପ୍ରଦାନ କରିଛନ୍ତି।
Related Posts

ମେ ୬ ଓ ୮ରେ ବଡ଼ ବର୍ଷା
ମେ ୬ ଓ ୮ରେ ବଡ଼ ବର୍ଷା ଭୁବନେଶ୍ୱର: (Abhishek Mohanty)ଓଡ଼ିଶାରେ ମେ ୬ ଓ ୮ ତାରିଖରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।ଏହି ଦୁଇ…

କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ
କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ***************** ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୩/୧/୨୫ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ କେ .ଏମ.…

Odisha gets Rs 676.7 crores under PM-USHA
Odisha gets Rs 676.7 crores under PM-USHA Bhubaneswar: Odisha has been sanctioned Rs 676.7 crores under the Pradhan Mantri Uchchatar…