ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ଗୋଟିଏ ଉପକରଣ ଚିହ୍ନଟି କାରଣ ଶିବିର ଅନଷ୍ଠିତ ହୋଇଥିଲା ।

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ଗୋଟିଏ ଉପକରଣ ଚିହ୍ନଟି କାରଣ ଶିବିର ଅନଷ୍ଠିତ ହୋଇଥିଲା ।

ଆର,ଉଦୟଗିରି(ମନୋଜ କୁମାର ପାଢୀ / ଅଦ୍ୟ ତା ୨୯.୧୧.୨୦୨୪ ରିଖ ଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚନ୍ଦ୍ରଗିରି ଠାରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ଗୋଟିଏ ଉପକରଣ ଚିହ୍ନଟି କାରଣ ଶିବିର ଅନଷ୍ଠିତ ହୋଇଥିଲା ।ଏହି ଶିବିରରେ ୪୫ ଜଣ ଦିବ୍ୟାଂଙ୍ଗ ଛାତ୍ରଛାତ୍ରୀ ଓ୪୫ ଜଣ ଅଭିଭାବକ ଉପସ୍ଥିତ ଥିଲେ।ଏହି ଶିବିରରେ ଭୁବନେଶ୍ୱର ରୁ ୩ଜଣ ଅଭିଜ୍ଞ ଡାକ୍ତର ଶ୍ରୀ ଧନଜୟ ମହାରଣା orthopedic ଶ୍ରୀ ସୌଭାଗ୍ୟ ମହାପାତ୍ର agencyଶ୍ରୀ କାର୍ତିକେଶ୍ୱର୍ ଜେନା Audiologist ଭୁବନେଶ୍ୱର ରୁ ଆସିସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କରି ପିଲାମାନଙ୍କ ନିମନ୍ତେ ଉପକରଣ ଲେଖିଥିଲେ। ତତ ସହିତ ଜିଲ୍ଲା ପ୍ରକଳ୍ପ କାଯ୍ୟାଳୟରୁ inclusive education ସଂଜ ଯୋକ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ସାହୁ ଏହାକୁ ନିରୀକ୍ଷଣ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ,ଶ୍ରୀ ପ୍ରକାଶ କୁମାର ସାହୁ crcc ଶ୍ରୀ ସନ୍ତୋଷ କୁମାର ମଲ୍ଲିକ ଓ ବିଦ୍ୟାଳୟର ସମସ୍ତଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୁଃଖୀ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *