ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ। ଆଜି ଗୁଜରାଟର ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୁଲିସ୍ ୫ ହଜାର କୋଟି ଟଙ୍କାର କୋକେନକୁ ଜବତ କରିଛି।
Related Posts

ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା
ଭୁବନେଶ୍ୱର :ମାତ୍ର ୧୦ ମାସ ମଧ୍ୟରେ ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା। ଆଖି ତରାଟିଲା ଭଳି ଏହି ତଥ୍ୟ ସାମନାକୁ ଆସିଛି…

ସ୍ବାମୀଙ୍କୁ ଘରେ ତାଲା ପକାଇ ସ୍ତ୍ରୀ ଚମ୍ପଟ
ସ୍ବାମୀଙ୍କୁ ଘରେ ତାଲା ପକାଇ ସ୍ତ୍ରୀ ଚମ୍ପଟ ଆର,ଉଉଦୟଗିରି-ମନୋଜ କୁମାର ପାଢୀ/24/11/24/ ୮ ଦିନ ହେଲା ଘରେ ସ୍ବାମୀଙ୍କୁ ତାଲା ପକାଇ ସ୍ତ୍ରୀ ଚମ୍ପଟ ମାରିଛି ।…

ଆଶ୍ରମ ସ୍କୁଲ ଥୁଟିବର କଲୋନୀ ର ବାର୍ଷିକ କ୍ରୀଡାଉତ୍ସବ ଅନୁଷ୍ଠିତ
ଆଶ୍ରମ ସ୍କୁଲ ଥୁଟିବର କଲୋନୀ ର ବାର୍ଷିକ କ୍ରୀଡାଉତ୍ସବ ଅନୁଷ୍ଠିତ ରାୟଗଡା : ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ର ମଙ୍ଗଳ ବିଭାଗ ର ଥୁଟିବର କଲୋନୀ…