ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋଦି। ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ। ଏଥିପାଇଁ ଦେଶ, ସମାଜ, ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ।ଦେଶର ବିଭିନ୍ନ ମେଡିକାଲ କଲେଜରେ ୭୫ ହଜାର ଆସନ ସୃଷ୍ଟି ହେବ। ଆଗାମୀ ୫ ବର୍ଷ ମଧ୍ୟରେ ମେଡିକାଲ ଆଶାୟୀଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୭୮ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରଖାଯାଇଛି। ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ ହୋଇଛି। ଘରୋଇ ସାଟେଲାଇଟ୍ ଲଞ୍ଚ ହେଉଛି। ଯାହାକି ଅତି ଗର୍ବର ବିଷୟ।
Related Posts
ନିରୋଜ ଚୋପ୍ରା ଙ୍କୁ ସ୍ୱର୍ଣ୍ଣ ପଦକ
ଜାତୀୟ ଫେଡେରେସନ ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ଙ୍କୁ ସ୍ୱର୍ଣ୍ଣ ପଦକ କଳିଙ୍ଗ ଷ୍ଟାଡିଅମରେ ଶେଷ ହୋଇଥିବା
ସପ୍ତଶଯ୍ୟାରେ ନିଖୋଜ ହୋଇଥିବା ଛାତ୍ର ଉଦ୍ଧାର
ସପ୍ତଶଯ୍ୟାରେ ନିଖୋଜ ହୋଇଥିବା ଛାତ୍ର ଉଦ୍ଧାର ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର ହୋଇଛନ୍ତି।ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ…
ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ
ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ ଭୁବନେଶ୍ୱର:(ଅଭିଷେକ ମହାନ୍ତି) ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ। ଶପଥ ପାଠ କରାଇଲେ ରାଜ୍ୟପାଳ…