ଭୁବନେଶ୍ଆଵର : ଅଧିକାଂଶ ଚାଷୀ କ୍ଷୁଦ୍ର ଓ ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ଭଲ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଈ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Related Posts

Odisha government launches e-Chasa app and portal to revolutionize digital crop survey .
Odisha government launches e-Chasa app and portal to revolutionize digital crop survey Bhubaneswar: Digital Survey Policy in Agriculture to facilitate…

ପାଶନ କ୍ଲବ ୟୁନିଟ – ୪ ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା
ପାଶନ କ୍ଲବ ୟୁନିଟ – ୪ ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା ଭୁବନେଶ୍ୱର: ପାଶନ କ୍ଲବ ପକ୍ଷରୁ ଆଜି ଚଣ୍ଡିଖୋଲ ମହାବିନାୟକ ମନ୍ଦିରରୁ…

ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !