ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଯାଇ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।
Related Posts

ଅଦା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ |
ଅଦା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ | ଭୁବନେଶ୍ୱର:ଲୋକମାନେ ଶୀତଦିନେ ଅଦା ଖାଇବାକୁ ପସନ୍ଦ କରନ୍ତି | ଏଥିରେ ପୋଟାସିୟମ୍, ଫାଇବର, ସୋଡିୟମ୍,…

ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବ୍ରଜ ଗୋପିକା ଧାମ ,ବରଗଡ଼ ରେ ରକ୍ତ ଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହୀତ
ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବ୍ରଜ ଗୋପିକା ଧାମ ,ବରଗଡ଼ ରେ ରକ୍ତ ଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହୀତ…. ବରଗଡ…

ଗୋଳନ୍ଥରା ଥାନା ପୋଲିସ୍ ହାତରେ ୪ ଲୁଟେରା ଗ୍ୟାଙ୍ଗ।
ଗୋଳନ୍ଥରା ଥାନା ପୋଲିସ୍ ହାତରେ ୪ ଲୁଟେରା ଗ୍ୟାଙ୍ଗ। ଗତ ବର୍ଷ ଡିସେମ୍ବର ମାସ ୧୯ ତାରିଖରେ ଗୋଳନ୍ଥରା ଥାନା ଅର୍ନ୍ତଗତ ରାଳବ ରାସ୍ତାରେ ସୁର୍ଯ୍ୟ ନାରାୟଣ…