ଉତ୍ତର ପ୍ରଦେଶର ବାଗପତରେ ରହୁଥିବା ଜିତେନ୍ଦ୍ର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ନିକଟରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
Related Posts

ଛତିଶଗଡ଼ରେ ଆଉ ନକ୍ସଲଙ୍କ ସ୍ଥାନ ନାହିଁ।
ଛତିଶଗଡ଼ରେ ଆଉ ନକ୍ସଲଙ୍କ ସ୍ଥାନ ନାହିଁ। ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଓଡିଶା ସୀମାବର୍ତ୍ତୀ ଭେଜ୍ଜି ଜଂଗଲରେ ଆଜି ସକାଳେ ଯବାନ ୧୦ ଜଣ…

ଆଖି ବୁଜିଲେ ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟା।
ଆଖି ବୁଜିଲେ ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟା। ବିପିନ ରେଶମିୟା ମଧ୍ୟ ଜଣେ ଖୁବ୍ ଲୋକପ୍ରିୟ ମ୍ୟୁଜିକ ଡାଇରେକ୍ଟର ଥିଲେ।

Drishti IAS centre has been sealed days after the deaths of three UPSC students.
Bhubaneswar:Authorities in Delhi have launched an investigation after three UPSC aspirants died as a result of flooding in the basement…