ଭୁବନେଶ୍ଵର; ଡିସିପି କହିଛନ୍ତି ଯେ ଦେହରେ ଟାଟୁ କଲେ ଓଡିଶା ପୁଲିସର ସମ୍ମାନ ହାନି ହେଉଛି। ଯଦି କେହି ଟାଟୁ ନ ଲିଭାନ୍ତି, ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦେଶନାମା ଜାରି କରିଛି ।ଏଣିକି ଆଉ ଦେହରେ ଟାଟୁ କରିପାରିବେନି ପୁଲିସ ଅଧିକାରୀ। ଟାଟୁ କରିଥିବା ପୁଲିସ କର୍ମଚାରୀଙ୍କୁ କଡା ନିର୍ଦେଶ ରହିଛି । ଦେହରେ ଟାଟୁ ଥିଲେ ୧୫ଦିନ ମଧ୍ୟରେ ତୁରନ୍ତ ଲିଭାଇବାକୁ ନିର୍ଦେଶ ରହିଛି। ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦେଶ ରହିଛି ।
Related Posts

ହାତରେ ଲାଗିଛି ସଲାଇଁନ୍ ତଥାପି ରୋଗୀ ସେବା କରୁଛନ୍ତି ଡାକ୍ତର।
ହାତରେ ଲାଗିଛି ସଲାଇଁନ୍ ତଥାପି ରୋଗୀ ସେବା କରୁଛନ୍ତି ଡାକ୍ତର।ଆର,ଉଦୟଗିରି – (ମନୋଜ କୁମାର ପାଢୀ)- ଡାକ୍ତର ହେବ ତ ଏମିତି ହାତରେ ଲାଗିଛି ସାଲାଇନ୍ ହେଲେ…

୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ବୌଦ୍ଧ: ସ୍ଥାନୀୟ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କ ନିକଟରୁ ୫…

ମାଆ ମଝିଘରିଆଣି ମନ୍ଦିରର ୯ଟି ହୁଣ୍ଡିର ଗଣତି ସରିଲା
ମାଆ ମଝିଘରିଆଣି ମନ୍ଦିରର ୯ଟି ହୁଣ୍ଡିର ଗଣତି ସରିଲା -ରାୟଗଡା-Date-27.01.25*ପ୍ରଫୁଲ୍ଲ କୁମାର ବେହେରା ଆଙ୍କର-ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷ ହେଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ…