ବନ ବିଭାଗ ସହାୟତାରେ ପୁଲିସ୍ ରାତି ୧୨ଟାରେ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ଗୁଗୁଲ ମ୍ୟାପ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସପ୍ତଶଯ୍ୟାରେ ବାଟବଣା କରିଦେଲା ଗୁଗୁଲ୍ ମ୍ୟାପ୍। ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଘୂରି ବୁଲିଲେ ୫ ସାଙ୍ଗ। ସକାଳ ଯାଇ ଦିନ ଗଲା। ତା’ପରେ ରାତି ଆସିଲା। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ଶେଷରେ ଢେଙ୍କାନାଳ ପୁଲିସ୍ର ସହାୟତା ମାଗିଲେ।
Related Posts

ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀ
ଭୁବନେଶ୍ଵର:ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀଲାଞ୍ଚ ନେବା ବଳେ ଧରାପଡ଼ିଲେ!ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି୫୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ!ବକେୟା ବିଲ୍ ପାସ…

ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକୁଣ୍ଡ
ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକୁଣ୍ଡ ରାୟଗଡ଼ା: ରାୟଗଡ଼ା ଜିଲ୍ଲା କନଭେଣ୍ଟ ସ୍କୁଲ ଛକରେ ଥିବି ଏସକେ ମାର୍ଟରେ ଅଗ୍ନିକାଣ୍ଡ ଘଟିଛି ।ଲକ୍ଷାଧିକ ଟଙ୍କାର ଲୁଗା ଜଳିଯାଇଥିବା ସୂଚନା। ସର୍ଟ…

ରାଗିଂ ଭୟରେ ରାତିଅଧରେ ହଷ୍ଟେଲ ଛାଡ଼ିଲେ ୪ ଛାତ୍ର
ରାଗିଂ ଭୟରେ ରାତିଅଧରେ ହଷ୍ଟେଲ ଛାଡ଼ିଲେ ୪ ଛାତ୍ରଗଜପତି-: ():ଗଜପତି ଜିଲାରେ ରାଗିଂ ଭୟରେ ଭୟଭିତ ହୋଇ ୪ ଜଣ ଛାତ୍ର ରାତି ଅଧରେ ହଷ୍ଟେଲ ଛାଡି…