ନୂଆପଡ଼ା(ଓମ୍ ପ୍ରକାଶ ମହାନ୍ତି) ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ଏବଂ ରାଜ୍ୟ ସୀମାରେ ଯାଞ୍ଚ, ୧ଲକ୍ଷ ୨୮ ହଜାର ଟଙ୍କା ଜବତ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୧ ଲକ୍ଷ ୫୫ ହଜାର ଅର୍ଥ ଜବତ୍ ସୂଚନା*ନୂଆପଡା :୦୬.୦୫. ନୂଆପଡ଼ା ଜିଲ୍ଲା ରେ ଥିବା ତିନି ଦୁଇ ରାଜ୍ୟ ସୀମା ଏବଂ ତିନି ଗୋଟି ଜିଲ୍ଲା ସୀମା ରେ ବ୍ୟାପକ ଯାଞ୍ଚ ଜାରି ରହିଅଛି। ବିଭିନ୍ନ ସ୍ଥାନରୁ ଯାଞ୍ଚ ବେଳେ ଅନେକ ସଫଳତା ମିଳିଥିବା ଜଣାପଡ଼େ । ଗତକାଲି ଶାଇପଲା ଚେକ୍ ପୋଷ୍ଟ ଠାରୁ ଏକ ପିକପ ଭେନ କୁ ଯାଞ୍ଚ କରିଥିଲେ। ସେହି ପିକପ୍ ଭେନ ରୁ ୧ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଅଛି। , ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ରେ ସମୁଦାୟ ୧୧ ଲକ୍ଷ ୫୫ ହଜାର ଅର୍ଥ ଜବତ୍ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା।
Related Posts

ପୁଣି ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକକୁ ଫେରିଲା ଦାଦନ ଝିଅର ମୃତ୍ୟୁ ସବ
ପୁଣି ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକକୁ ଫେରିଲା ଦାଦନ ଝିଅର ମୃତ୍ୟୁ ସବ ନୂଆପଡା (ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକକୁ ଫେରିଲା ଦାଦନ…

ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ଉଦଘାଟିତ
*ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ଉଦଘାଟିତ* ନୂଆପଡା ଜିଲ୍ଲା ର ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ତିନି ଟି ବ୍ଲକ ରପ୍ରାୟ ସତୁରି ଜଣ ବିଜ୍ଞାନ…

ଯୁବ ଇଞ୍ଜିନିୟରଙ୍କ ପରଲୋକ, ଗାଁରେ ଶୋକାକୁଳ ପରିବେଶ
*ଯୁବ ଇଞ୍ଜିନିୟରଙ୍କ ପରଲୋକ, ଗାଁରେ ଶୋକାକୁଳ ପରିବେଶ* ନୂଆପଡା 22 5 2024 , (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର କୁଲିଗାଁ…