ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀ କୁ ଉନ୍ନୀତ ହୋଇ ପାରିବେ ନାହିଁ ଛାତ୍ର ଛାତ୍ରୀ।ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସରକାର ଶିକ୍ଷା ନୀତି ରେ ପରିବର୍ତ୍ତନ କରିଛନ୍ତି। ଆଗରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।ଏହା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମ ରେ ଫେଲ୍ ହେଲେ ୨ମାସରେ ରି ଟେଷ୍ଟ ପାଇଁ ସୁଯୋଗ ଦିଆ ଯିବ। ଯଦି କୃତକାର୍ଯ୍ୟ ହେଲେ ତେବେ ପରବର୍ତ୍ତୀ ଶ୍ରେଣୀ କୁ ଯାଇପାରିବେ।ଏହା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
Related Posts
ମୋହନା ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ
ମୋହନା ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ ଆର,ଉଦୟଗିରି :(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଠାରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ…
ପ୍ରବାସୀ ଭାରତୀୟ ଦିବସ ଅବସରରେ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର ।
ପ୍ରବାସୀ ଭାରତୀୟ ଦିବସ ଅବସରରେ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର । ଆର,ଉଦୟଗିରି(ମନୋଜ ପାଢୀ)ସ୍ଥାନୀୟ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ପ୍ରବାସୀ…
ଔଷଧ ଦୋକାନରୁ ଚୋରି ଅଭିଯୋଗ।
ଔଷଧ ଦୋକାନରୁ ଚୋରି ଅଭିଯୋଗ। ଗଞ୍ଜାମ:ବ୍ରହ୍ମପୁର ନୁଆ ବସଷ୍ଟାଣ୍ଡ ନିକଟରେ ଥିବା “ଶିବଶକ୍ତି” ଔଷଧ ଦୋକାନର ସଟର ଭାଙ୍ଗି ଗତ ବିଳମ୍ବିତ ରାତିରେ କିଛି ସାମଗ୍ରୀ ଓ…