ପଦ୍ମପୁର ରାମ ମନ୍ଦିରରେ ପ୍ରଭୁ ଙ୍କୁ ଲକ୍ଷ୍ୟ ଆଠ ହଜାର ଟଙ୍କା ରେ ଶୃଙ୍ଗାର ହୋଇଥିଲା
ରାୟଗଡା : ରାୟଗଡା ଜ଼ିଲ୍ଲା ର ଅଧ୍ୟାତ୍ମିକ ସହର ପଦ୍ମପୁର ର ଶ୍ରୀରାମ ଶ୍ରୀରାମ ମନ୍ଦିରରେ ଧନତେରସ ଓ ଦୀପାବଳି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପବିତ୍ର ଧନତେରସ ଦିନ ଏକ ଲକ୍ଷ ଆଠ ହଜାର ର ଭାରତୀ 500 ଟଙ୍କା ରର ଶ୍ରୀ ବିଗ୍ରହ ଙ୍କ ସହ ସିଂହାସନ ଓ ପ୍ରଭାର ଶୃଙ୍ଗାର କରାଯାଇଥିବା ସହିତ ଦୀପାବଳି ଦିନ ଏକ ସ୍ୱତନ୍ତ୍ର ନୀତିକାନ୍ତି ରେ ପୂଜା କରାଯିବା ସହିତ 1008 ଦୀପ ଓ ପୁଷ୍ପ ରେ ମନ୍ଦିର କୁ ସୁଶୋଜିତ କରାଯାଇଥିଲା l ଜଗତ ର ମଙ୍ଗଳ ସହିତ ସମସ୍ତ ଙ୍କ ମଙ୍ଗଳ ସହିତ ସୁଖ ସମୃଦ୍ଧି କାମନା କରି ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା l ସ୍ୱତନ୍ତ୍ର ନୀତି ଦର୍ଶନ ନିମନ୍ତେ ସ୍ଥାନୀୟ ପଦ୍ମପୁର ଓ ଅଖପାଖ ଅଂଚଳ ରୁ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପୂଜା ଅର୍ଚନା କରିବା ସହିତ ଭଗବାନ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l କାର୍ତିକ ମାସ ନିମନ୍ତେ ଜନସାଧାରଣ ବକ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତିଦିନ 100 ଟଙ୍କା ରେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ