କୋରାପୁଟ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Related Posts
ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।
ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।ସୁନାବେଡ଼ା ହାଲ ଟାଉନ୍ ସିପ ର ୮ ବର୍ଷ ର ଆରୁସ ବିଷୋୟୀ…
ସମ୍ବାଦ ଆମ ଓଡ଼ିଶା ତରଫରୁ ସେମିଳିଗୁଡାରେ ଓଡ଼ିଶା ଭାଷାଜ୍ଞାନ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା,
ସମ୍ବାଦ ଆମ ଓଡ଼ିଶା ତରଫରୁ ସେମିଳିଗୁଡାରେ ଓଡ଼ିଶା ଭାଷାଜ୍ଞାନ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା, ତା୧୫୵୯୵୨୪(ରବିବାର)ସମ୍ବାଦ ଆମ ଓଡିଶା ତରଫରୁ ସେମିଳିଗୁଡାରେ ଓଡିଶା ଭାଷାଜ୍ଞାନ ପ୍ରତିଯୋଗିତା।…
ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ।
ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ। ସେମିଳିଗୁଡା : ୧୭,୮,୨୦୨୪:କୋରାପୁଟର ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଚାଲିଥିବା ଆବାସିକ ଅନୁଷ୍ଠାନ ମାନସକୁ ସେମିଳିଗୁଡାର…