ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ପରିସ୍ରା ମିଶାଇ ଅଟାଦଳୁଥିବା ଅଭିଯୋଗରେ ଜଣେ ଗୃହସହାୟିକାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଗୃହସହାୟିକାଙ୍କ ନାମ ରିନା ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି।
Related Posts

ଝେଲମ ନଦୀରେ ଡଙ୍ଗା ବୁଡି ୬ଜଣଙ୍କୁ ମୃତ।
ଶ୍ରୀନଗର : ଝେଲମ ନଦୀରେ ଡଙ୍ଗା ବୁଡି ଘଟଣାରେ ମୃତକ ସଂଖ୍ୟା ବୃଦ୍ଧି ପାଇ ୬ରେ ପହଞ୍ଚିଛି। ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଘଟି ଥିବା ନେଇ…

ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି!
ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ୍ର ସର୍ବୋଚ୍ଚ ନାଗରିକ ସମ୍ମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ୍ର ସର୍ବୋଚ୍ଚ ନାଗରିକ ସମ୍ମାନ-ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ରୁଷ୍ ରାଷ୍ଟ୍ରପତି ପୁଟିନ୍-ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଅର୍ଡର ଅଫ୍ ସେଣ୍ଟ୍…