ବଲାଙ୍ଗିର: ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇ ଲଗ୍ନ!ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ବାହାର କରିଛି ନୂଆଖାଇ ଲଗ୍ନ । ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ!ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି !ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବେ
Related Posts
ପୁରୀରେ ଶ୍ରୀଜିଉଙ୍କଦର୍ଶନକଲେଅନନ୍ତ ଅମ୍ବାନୀ ମନ୍ଦିର ଉନ୍ନତିକରଣ ପାଇଁ ୨କୋଟି ୫୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି |
ରିଲାଏନ୍ସ ଭେନ୍ଚର ଲିମିଟେଡ୍ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ.ବିବାହ ପୂର୍ବରୁ ଦ୍ବିତୀୟ ଥର ମହାପ୍ରଭୁଙ୍କୁ କଲେ ଦର୍ଶନ | ପୁରୀରେ ସେବାୟତ ଓ ପ୍ରଶାସନିକ ଅଧିକାରୀ କଲେ ସ୍ବାଗତ…
ୟୁପିରେ ବସ୍ ଦୁର୍ଘଟଣା: ୧୮ ମୃତ୍ୟୁ
ୟୁପିରେ ବସ୍ ଦୁର୍ଘଟଣା: ୧୮ ମୃତ୍ୟୁ- ଉତ୍ତରପ୍ରଦେଶରେ ବସ୍ ଦୁର୍ଘଟଣାରେ ୧୮ ଯାତ୍ରୀଙ୍କ ମୃତ୍ୟୁ!-ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ବସ୍କୁ ଧକ୍କାଦେଲା ଟ୍ୟାଙ୍କର.୩୦ ଆହତଙ୍କୁ ଉଦ୍ଧାର ପରେ ସ୍ଥାନୀୟ ମେଡିକାଲରେ…
ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରାଗଲା
ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରାଗଲା ଭୁବନେଶ୍ୱର: ପୂର୍ବ ସରକାରଙ୍କ ସମୟରେ ଓଡ଼ିଶାର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଅନେକ…