ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ସମୁଦ୍ର ବେଳାଭୂମି ଠାରେ ର ମାଁ ସମଲେଶ୍ଵରୀ କଂ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଶ୍ରୀମାନ କାର୍ତ୍ତିକ ନାୟକ ନୂଆଁଖାଇ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନଂଦନ ।
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ସମୁଦ୍ର ବେଳାଭୂମି ଠାରେ ର ମାଁ ସମଲେଶ୍ଵରୀଙ୍କର ବାଲୁକା କଳା ପ୍ରଦର୍ଶନ କରିଛନ୍ତି।
