ପାନ ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବକ୍ତାରପୁର ଛକରେ ଥିବା ପାନ ଦୋକାନରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି।ଧୂପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ପାନ ଦୋକାନରେ ପେଟ୍ରୋଲ ମଧ୍ୟ ବିକ୍ରି ହେଉଥିଲା।
Related Posts

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଶ୍ରୀଜୀ ଏଗ୍ରୋ ଇଣ୍ଡଷ୍ଟ୍ରି ରେ ରକ୍ତ ଦାନ ଶିବିର ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଶ୍ରୀଜୀ ଏଗ୍ରୋ ଇଣ୍ଡଷ୍ଟ୍ରି ରେ ରକ୍ତ ଦାନ ଶିବିର ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବରଗଡ –…

ପାଣି ପାଇଁମହିଳା ଙ୍କ ରାସ୍ତା ରୋକରାୟଗଡ଼ା 13/02)( ପ୍ରଫୁଲ କୁମାର ବେହେରା)ରାୟଗଡ଼ା କାଶୀପୁର ବ୍ଲକ ଶଙ୍କରଡ଼ା ଠାରେ ଆଜିଗ୍ରାମର ମହିଳା ମାନେ ପିଇବା ପାଇଁ ମୁଖ୍ୟରାସ୍ତାଅବରୋଧ କରିବାରୁ…

ଆୟୁଷ୍ମାନ ଭାରତ ଯୋଜନାରେ ମହିଳା ପାଇବେ ୧୦ ଲକ୍ଷ ଟଙ୍କା
ଆୟୁଷ୍ମାନ ଭାରତ ଯୋଜନାରେ ମହିଳା ପାଇବେ ୧୦ ଲକ୍ଷ ଟଙ୍କା ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ।ମହିଳାଙ୍କ ପାଇଁ ୧୦…