ପାରଳା ସହରର ପଟ୍ଟନାୟକ ବନ୍ଧ ସମୀକ୍ଷା କଲେ ବିଧାୟକ ଆର,ଉଦୟଗିରି(ମନୋଜ ପାଢୀ)-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସର୍ବ ପୁରାତନ ପୁଷ୍କରିଣୀ ମଧ୍ୟରେ ନାମ ରହିଥିଲା ପଟ୍ଟନାୟକ ବନ୍ଧ। ଦିନ ଥିଲା ହଜାର ହଜାର ଲୋକ ଗାଧୁଆ କାର୍ଯ୍ୟ ତଥା ଜିଲ୍ଲା ର ମତ୍ସ୍ୟଜୀବୀ ମାଛ ଚାଷ ପାଇଁ ଏହି ପୋଖରୀ ଉପରେ ନିର୍ଭର କରି ଆସୁଥିଲେ। ଜଣ୍ଡିସ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏହି ପୋଖରୀ ରେ ଗାଧୋଇବା ଦ୍ଵାରା ରୋଗ ରୁ ମୁକ୍ତି ପାଇବା ବିଶ୍ୱାସ ସହରର ଲୋକଙ୍କ ମନରେ ରହିଛି। ଆଜି ପଟ୍ଟନାୟକ ବନ୍ଧ ଅବହେଳିତ ତଥା ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଦଳ, ଘାସ ବୁଦା ଓ ଅଳିଆ ଆବର୍ଜ୍ଜନା ରେ ପୂର୍ଣ୍ଣ ଏହି ପଟ୍ଟନାୟକ ବନ୍ଧ। ପାରଳା ବିଧାୟକ ଇଂ ରୁପେଷ ପାଣିଗ୍ରାହୀ ପଟ୍ଟନାୟକ ବନ୍ଧ ଭ୍ରମଣ କରି ବନ୍ଧର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।
Related Posts

ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ
ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ ଗଜପତି / ଭାରତ ସରକାରଙ୍କ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି:-୨୦୨୦…

ଟ୍ରାକ୍ଟର ଚକତଳେ ଚାପି ହୋଇ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ
ଟ୍ରାକ୍ଟର ଚକତଳେ ଚାପି ହୋଇ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ । ଟ୍ରାକ୍ଟର ଚକା ତଳେ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ୍ୟୁ ହୋଇଛି ।…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ…